ଅଯୋଧ୍ୟା ମାମଲା: ଶୀଘ୍ର ବିଚାର ପାଇଁ ମନା କଲେ ସୁପ୍ରିମ୍‌ କୋର୍ଟ

0

ନୂଆଦିଲ୍ଲୀ,୧୨/୧୧: ଅଯୋଧ୍ୟା ମାମଲାର ବିଚାର ଶୀଘ୍ର କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ହିନ୍ଦୁ ମହାସଭା ପକ୍ଷରୁ ଏହାର ବିଚାର ଶୀଘ୍ର କରାଯିବା ପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରି ଦେଇଛନ୍ତି। ଏହି ମାମଲା ବିଚାର ନିର୍ଦ୍ଧାରିତ ସମୟ ଜାନୁୟାରୀ ମାସରେ କରାଯିବ ବୋଲି ଖଣ୍ଡପୀଠ ସୂଚନା ଦେଇଛନ୍ତି।

Leave A Reply

Your email address will not be published.