ଉଚ୍ଚ ରକ୍ତଚାପର ଲକ୍ଷଣ ଓ ନିରାକରଣ

0

ହାଇପ୍ରଟେନସନ୍‌ ବା ଉଚ୍ଚରକ୍ତ ଚାପକୁ ସାଧାରଣରେ ଆମେ ହାଇ ବି.ପି କହିଥାଉ । ଏହା ଏକ ମାରାତ୍ମକ ରୋଗ । ପ୍ରତ୍ୟେକ ବ୍ୟକ୍ତିର ରକ୍ତଚାପ ପ୍ରତିଦିନ ଓ ପ୍ରତି ଘଣ୍ଟାରେ ପରିବର୍ତ୍ତନ ହୋଇଥାଏ । ଅତ୍ୟଧିକ ପରିଶ୍ରମ, ଭୟ, ଚିନ୍ତା, ଦୁଃଖ, କ୍ରୋଧ ଇତ୍ୟାଦ ଅବସ୍ଥାରେ ରକ୍ତଚାପ କିଛି ସମୟ ବୃଦ୍ଧି ପାଇଥାଏ ।
ଲକ୍ଷଣ-
ଉଚ୍ଚ ରକ୍ତଚାପର କୋðଣସି ଖାସ୍‌ ଲକ୍ଷଣ ବାହାରକୁ ଦେଖାଯାଇନଥାଏ । କିଛି ଲୋକଙ୍କୁ ରକ୍ତଚାପ ଅଧିକ ବଢିଗଲେ ମୁଣ୍ଡ ବ୍ୟଥା ହୋଇଥାଏ । ୩୦ବର୍ଷ ପରେ ବା ଓଜନ ଅଧିକ କିମ୍ବା ପରିବାରର କୋðଣସି ସଦସ୍ୟ ରକ୍ତଚାପରେ ପୀଡିତ ଥିଲେ ୨୦ବର୍ଷ ପରେ ବର୍ଷକୁ ଥରେ ପରୀକ୍ଷା କରାଇନେବା ଉଚିତ୍‌ ।
-ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତଚାପ ଔଷଧ ନିୟମିତ ଅନୁସାରେ ସେବନ କର;ୁ ।
-ଡାକ୍ତରୀ ପରୀକ୍ଷା ସମୟାନୁସାରେ କର;ୁ ।
-ଶରୀର ଓଜନ ନିୟନ୍ତ୍ରିତ ରଖ;ୁ ।
-ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରତିଦିନ ବ୍ୟାୟାମ କର;ୁ ।
-ରୁଟି, ଭାତ, ଡାଲି, ଶାଗ, ମାଛ, ସବୁଜ ପନିପରିବା ସହିତ ତଟକା ଫଳ ଖାଆ;ୁ ।
-ସୂର୍ଯ୍ୟମୁଖ୍ୟ ତେଲ କିମ୍ବା ସୋୟାବିନ୍‌ ତେଲ ଖାଆ;ୁ ।
-ତେଲ ଜାତୀୟ ଖାଦ୍ୟ, ଘିଅ, ଚି«, ଆଚାର, ପାମ୍ପଡ ସସ୍‌ଠାରୁ ଦୂରେଇ ରହିବା ସହ ଚକଲେଟ୍‌, ଆଇସ୍‌କ୍ରୀମ୍‌, କେକ୍‌ ଓ ଥଣ୍ଡା ଜାତୀୟ ପାନୀୟ ନ ପିଇବା ଉଚିତ୍‌ ।
-ଅଧିକ ଲୁଣ ଜାତୀୟ ଖାଦ୍ୟ ଖାଆ;ୁ ନାହିଁ ।
-ପୋଟାସିୟମ୍‌ ଥିବା ଖାଦ୍ୟ ଅଧିକ ପରିମାଣର ଖାଇବା ଆବଶ୍ୟକ । କଦଳୀ, କମଳା, ଆଳୁ, କୋମଳ ନଡିଆ ପାଣି ପିଇବା ଦରକାର ଏହି ଖାଦ୍ୟ ପଦାର୍ଥ ରକ୍ତଚାପ କମିବାରେ ସାହାଯ୍ୟ କରେ ।
-ଚିନ୍ତାରୁ ମୁକ୍ତ ହୁଅ;ୁ ।
-ଧୂମପାନ ଓ ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହ;ୁ ।
-ଯୋଗ, ପ୍ରଣାୟମ ଏବଂ ଧ୍ୟାନ କର;ୁ ।
-ଯଦି ଭୀଷଣ ମୁଣ୍ଡବ୍ୟଥା, ଛାତିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କର;ୁ ।

Leave A Reply

Your email address will not be published.