ଉମଙ୍ଗଙ୍କ ସହ କାମ କରିବାକୁ ଟାଇଗର ଅମଙ୍ଗ

0

ବଲିଉଡ଼ର ଡ୍ୟାନ୍ସିଂ ହିରୋ ଟାଇଗର୍‌ ସ୍ରଫ୍‌ ରାଷ୍ଟ୍ରୀୟ ପୁରସ୍କାର ବିଜେତା ତଥା ଫିଲ୍ମ ନିର୍ମାତା ଉମଙ୍ଗ କୁମାରଙ୍କ ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଟାଇଗର୍‌ ଏନେଇ ଏକ ସମାରୋହରେ ଗଣମାଧ୍ୟମକୁ ଜଣାଇଛନ୍ତି । ଏଥି ସହ ସେ କହିଛନ୍ତି,‘ମୋତେ ଖୁବ୍‌ କମ୍‌ ଥର ଉମଙ୍ଗ ସାର୍‌ଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଛି, ଷ୍ଟାର୍‌ସ୍କି୍ରନ୍‌ ପୁରସ୍କାର ଉସିବରେ ମୁଁ ପ୍ରଥମ ଥର ତାଙ୍କ ସହ ଭେଟ ହୋଇଥିଲି । ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ମୁଁ ତାଙ୍କ ସହ ଦେଖା ହୋଇଛି ଏବଂ ସେଠାରେ ଅନେକ ବିଷୟକୁ ଆମେ ଚର୍ଚ୍ଚା କରିଥିଲୁ । ଆଶା କରୁଛି ଖୁବ୍‌ଶୀଘ୍ର ମତେ ତାଙ୍କ ସହ କାମ କରିବାର ସୁଯୋଗ ମିଳିବ’ । ସୂଚନାନୁଯାୟୀ, ଅଭିନେତା ଟାଇଗର ମନିଷ ମହ୍ଲୋତ୍ରାଙ୍କ ଆଗମୀ ଫିଲ୍ମ ‘ଷ୍ଟୁଡେଣ୍ଟେ ଅଫ୍‌ ଦ ୟରର ଦ୍ୱିତୀୟ ସଂସ୍କରଣରେ ନଜର ଆସିବେ ।

Leave A Reply

Your email address will not be published.