ଏପରି ଜାଣନ୍ତୁ ଶୁଭ-ଅଶୁଭର ସଙ୍କେତ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଲୋକଙ୍କ କର୍ମ ଅନୁସାରେ ଫଳ ଦେଉଥିବା ଦେବତା । କୌଣସି ବ୍ୟକ୍ତିର ଜାତକରେ ଶନିର ଆଗମନ କେବେ ଶୁଭ ମନାଯାଇଥାଏ ତ ଆଉ କେବେ ଅଶୁଭ । ଅସୁଭ ସ୍ଥିତିରେ ଶନିର ଆଗମନ ଦ୍ୱାରା ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ବୋଲି କୁହାଯାଇଥାଏ । ଅନ୍ୟ ପକ୍ଷରେ ସୁଭ ସ୍ଥିତିରେ ଶନିର ଆଗମନ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ତେବେ ଆସ;ୁ ଜାଣିବା ଜାତକରେ ଶନିର ଆଗମନ ଶୁଭ କି ଅଶୁଭ କିପରି ଜାଣିବେ ।
– ଯଦି କୌଣସି ବ୍ୟକ୍ତିର ଜୋତା ବାରମ୍ବାର ଛିଣ୍ଡିବାକୁ ଲାଗେ ତ ଭାବିନିଅ;ୁ ତା ଜାତକରେ ଶନିର ଆଗମନ ଅଶୁଭ ସ୍ଥିତିରେ ହୋଇଛି ।
– ଶନିର ଆଗମନ ଅଶୁଭ ସ୍ଥିତିରେ ହେବା ଦ୍ୱାରା ବ୍ୟକ୍ତିର ଘର ଭାଙ୍ଗିବାକୁ ଲାଗେ ଏବଂ ଧୀରେ ଧୀରେ ସେ କ୍ଷତିଗ୍ରସ୍ତ ହେବାକୁ ଲାଗେ ।
– ଋଣ ବୋଝ ବଢିବାକୁ ଲାଗିଲେ ଶନିର ସ୍ଥିତି ଅସୁଭ ହୋଇଥାଏ ।
– ଶନିର ଆଗମନ ଅଶୁଭ ସ୍ଥିତିରେ ହେବା ଦ୍ୱାରା ଅନକେ ପ୍ରକାର ମାନସିକ ରୋଗର ଶିକାର ହେବାକୁ ପଡିଥାଏ ।
– ଯଦି ଅଳ୍ପ ପ୍ରୟାସରେ ଆପଣଙ୍କ କାମ ସହଜରେ ହୋଇଯାଏ ତ ଜାତକରେ ଶନିର ସ୍ଥିତି ଶୁଭ ହୋଇଥାଏ ।
– ଯଦି କୌଣସି ବ୍ୟକ୍ତିକୁ ହଠାତ୍‌ ଧନ ପ୍ରାପ୍ତି ହୁଏ ଏବଂ ସମାଜରେ ଆତ୍ମସମ୍ମାନ ବଢେ ତ ଶନିର ସ୍ଥିତି ଶୁଭ ହୋଇଥାଏ ।

Leave A Reply

Your email address will not be published.