ଲେମ୍ବୁରେ ଅଛି ପ୍ରଚୁର ପରିମାଣର ଭିଟାମିନ୍ ଓ ମିନେରାଲ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଲେମ୍ବୁର ସେବନ କରନ୍ତି । କିଛି ଲୋକ ଶରୀରର ଓଜନ କମାଇବା ପାଇଁ ପ୍ରତିଦିନ ସକାଳୁ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅତ୍ୟଧିକ ଲେମ୍ବୁ ଖାଇବା ଫଳରେ କି କି ଅସୁବିଧାରେ ପଡ଼ିପାରନ୍ତି ଆପଣମାନେ!
*ଲେମ୍ବୁରେ ଭିଟାମିନ୍ ସି’ର ମାତ୍ରାଧିକ ଉପସ୍ଥିତି କାରଣରୁ ଏହା ଶରୀରକୁ ଗଲେ ଶରୀରରେ ଥିବା ଆଇରନ୍ର ଅବଶୋଷଣ କରେ ।
*ଲେମ୍ବୁ ସିକ୍ରେଟ ଫଳ ତାଲିକାରେ ଆସୁଛି । ଥଣ୍ଡା ଜନୀତ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ କମ୍ ଲେମ୍ବୁ ସେବନ କରିବା ସେମାନଙ୍କ ପାଇଁ ଲାଭ ଦାୟକ।
*ଆଇରନ୍ର ଅବଶୋଷଣ ଫଳରେ ସ୍ୱାସ୍ଥ୍ୟରେ ରକ୍ତ ହୀନତା ଦେଖାଯାଏ ।
*ର୍ଅତ୍ୟଧିକ ଲେମ୍ବୁପାଣି ପିଇବା ଦ୍ୱାରା ଏହା ଆମ ଦାନ୍ତକୁ କ୍ଷତି ପହଞ୍ଚାଏ
*ଲେମ୍ବୁପାଣିରେ ଅତ୍ୟଧିକ ଅମ୍ଳ ଅଂଶ ଥିବା କାରଣରୁୁ ଏହା ଦାନ୍ତକୁ ରୁଗ୍ଣ ଓ କମ୍ଜୋର କରିଦିଏ ।
*ଲେମ୍ବୁ ପାଣି ପିଇବା ଦ୍ୱାରା ଅତ୍ୟଧିକ ପରିସ୍ରା ଲାଗେ ଯାହା ଫଳରେ ପରିସ୍ରା ଦ୍ୱାରା ଶରୀରର ଅନେକ ହୀତକାର ପୋଷକ ତତ୍ତ୍ୱ ବାହାରକୁ ବାହାରି ଯାଏ।
Prev Post
Next Post