କମ୍ବଳ ଚାର୍ଜ କରିବ ଫୋନ୍‌

0

ଆମେରିକାର ଷ୍ଟାର୍ଟଅପ୍‌ ରମ୍ପଲ୍‌ ବ୍ୟାଟେରିରେ ଗରମ ହେଉଥିବା ପ୍ରୋଟେବୁଲ୍‌ କମ୍ବଳ ରମ୍ପଲ୍‌ ପଫି’ ପ୍ରସ୍ତୁତ କରିଛି । ଯାହାର ଦାମ୍‌ ୧୭,୦୦୦ ରହିଛି ଏବଂ ଏହା ମୋବାଇଲ୍‌ ଫୋନ୍‌କୁ ବି ଚାର୍ଜ କରିପାରୁଛି । ୯୦ମିନିଟ୍‌ ମଧ୍ୟରେ ଚାର୍ଜ ହେଉଥିବା ଏହି କମ୍ବଳର ବ୍ୟାଟେରି ଦିନକୁ ୪ଥର ଫୋନ୍‌କୁ ଚାର୍ଜ କରିପାରିବ । ୧୦ଘଣ୍ଟା ପର୍ଯ୍ୟନ୍ତ ଗରମ ହେଉଥିବା ଏହି କମ୍ବଳର ବ୍ୟବହାର କରାଯାଉଥିବା ଏହି ବ୍ୟାଟେରିକୁ ଫ୍ଲାସ୍ଲାଇଟ୍‌ ପରି ବ୍ୟବହାର କରିପାରିବେ ।

Leave A Reply

Your email address will not be published.