କିସ୍‌ ଡେ’

0

ଭାଲେଣ୍ଟାଇନ୍‌ ସପ୍ତାହର ଆଜି ହେଉଛି ଷଷ୍ଠ ଦିନ ମାନେ କିସ୍‌ ଡେ’ । ଆଜିର ଦିନଟି ପ୍ରେମୀଯୁଗଳଙ୍କ ପାଇଁ ଏକ ଅନୁଭୂତି ପୂର୍ଣ୍ଣ ହେବ । କିସ୍‌ ବି ପ୍ରେମ ପରିପ୍ରକାଶ କରିବାର ଆଉ ଏକ ମାଧ୍ୟମ । ଏମିତି ଦେଖିବାକୁ ଗଲେ କିସ୍‌ କରିବା ପାଇଁ ଯେ, କେବଳ କିସ୍‌ ଡେ’ର ଆବଶ୍ୟକତା ରହିଥାଏ ତାହା ନୁହେଁ । ପ୍ରେମର ସପ୍ତାହ ପାଳନ କରିବାକୁ ଯାଇ ଏକ ପରମ୍ପରା ଗଢି ଉଠିଥିବାବେଳେ କିସ୍‌ ଡେ’କୁ କାହିଁକି ବା ବାଦ ଦିଆଯିବ ।

Leave A Reply

Your email address will not be published.