କେଉଁ ସ୍ୱପ୍ନ ଦେଖିଲେ କ’ଣ ଘଟେ

0

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା । କି;ୁ ସ୍ୱପ୍ନ ଜୋତିଷ ଶାସ୍ତ୍ରରେ କେତେକ ସ୍ୱପ୍ନ ବିଶେଷ ମହତ୍ୱ ରହିଥାଏ । ସ୍ୱପ୍ନ ଜୋତିଷ ଶାସ୍ତ୍ର ଅନୁସାରେ କେତେକ ସ୍ୱପ୍ନ ଶୁଭ ଫଳର ସଙ୍କେତ ଦେଇଥାଏ ତ ଆଉ କେତେକ ଅଶୁଭ । ସ୍ୱପ୍ନରେ ଆମେ ଅନେକ ପ୍ରକାର ଖାଦ୍ୟ ଖାଉଥିବାର ଦେଖିଥାଉ । ତେବେ ଆସ;ୁ ଜାଣିବା ଏହାର ସଙ୍କେତ କ’ଣ ରହିଥାଏ ।
– ଅଅଁଳା ଖାଉଥିବାର ସ୍ୱପ୍ନ ଆପଣଙ୍କ ମନକାମନା ପୂର୍ଣ୍ଣ ହେବାର ସଙ୍କେତ ହୋଇଥାଏ ।
– ଆଇସ କ୍ରିମ ଖାଉଥିବାର ସ୍ୱପ୍ନ ଆପଣଙ୍କ ଜୀବନରେ ସୁଖ ଶାନ୍ତିର ଆଗମନର ସଙ୍କେତ ହୋଇଥାଏ ।
– ତେ;ୁଳି ଖାଇବାର ସ୍ୱପ୍ନ ମହିଳାଙ୍କ ପାଇଁ ଶୁଭ ସଙ୍କେତ ଦେଉଥିବା ବେଳେ ତାହା ପୁରୁଷଙ୍କ ପାଇଁ ଅଶୁଭ ମନାଯାଇଥାଏ ।
– ଅଦା ଖାଉଥିବା ସ୍ୱପ୍ନ ମାନସମ୍ମାନରେ ପଦୋନ୍ନୋତିର ସଙ୍କେତ ହୋଇଥାଏ ।
– ଜୀରା ଖାଉଥିବା ସ୍ୱପ୍ନ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବାର ସଙ୍କେତ ହୋଇଥାଏ ।
– ଆମ୍ବ ଖାଇବାର ଅର୍ଥ ଧନ ଏବଂ ସନ୍ତାନ ସୁଖ ହୋଇଥାଏ ।

Leave A Reply

Your email address will not be published.