କେମିତି ରାନ୍ଧିବେ ଗାଜର ମଣ୍ଡା ?

0

ସାମଗ୍ରୀ-
ସୁଜି-୨୫୦ଗ୍ରାମ୍‌, ଗାଜର-୪ଟା, ଚିନି-୫୦ଗ୍ରାମ୍‌, ଲୁଣ-ସ୍‌ୱାଦ ଅନୁସାରେ, କାଜୁ ଓ କିସ୍ମିସ୍‌-୧୫ଟା, ଗୁଜୁରାତି-୪ଟା(ଗୁଣ୍ଡ ଅକାରରେ), ଘିଅ-୫୦୦ଗ୍ରାମ୍‌ ।
ପ୍ରଣାଳୀ
ଗାଜରକୁ ଧୋଇ ଚୋପା ଛଡ଼ାଇ କୋରିଦିଅ;ୁ । କଡ଼େଇରେ ଘିଅ ପକାଇ ଭାଜ;ୁ । ଭଲଭାବରେ ଭାଜି ହୋଇଗଲା ପରେ ଚିନି, କାଜୁ, କିସ୍ମିସ୍‌ ଓ ଗୁଜୁରାତି ଗୁଣ୍ଡପକାଇ ଦିଅ;ୁ । ଅନ୍ୟ ଏକ ପାତ୍ରରେ ଲୁଣ ଓ ପାଣି ଦେଇ ସୁଜିକୁ ଯନ୍ତିଦିଅ;ୁ । ଯନ୍ତଣି ପ୍ରସ୍ତୁତ ହୋଇଗଲାପରେ ଏହାକୁ ଟିକେ ଥଣ୍ଡାକରି ଭଲଭାବରେ ଚକଟିଦିଅ;ୁ । ପରେ ଏହାକୁ ମଣ୍ଡାପିଠା ପରି ଗଢ;ୁ । ଗାଜରକୁ ପୁର ପରି ଦେଇ ଗଢ;ୁ ଗାଜର ମଣ୍ଡା ।

Leave A Reply

Your email address will not be published.