କୋହଲିଙ୍କ ଭଳି ଖେଳାଳି ଶହେ ବର୍ଷରେ ଥରେ ଜନ୍ମ ହୋଇଥାନ୍ତି- ସିଦ୍ଧୁ

0

ନୂଆଦିଲ୍ଲୀ,୧୩ /୧୧: ପୂର୍ବ କ୍ରିକେଟର ନବଜ୍ୟୋତ ସିଂ ସିଦ୍ଧୁ ଏକ କାର୍ଯକ୍ରମରେ ବିରାଟ କୋହଲିଙ୍କ ଦ୍ୱାରା ଜଣେ ଫ୍ୟାନଙ୍କୁ ଭାରତ ବିରୋଧୀ କହିବାକୁ ନେଇ ସେ କହିଛନ୍ତି ଯେ, ବିରାଟ ଭାରତର ଗର୍ବ । କୋହଲିଙ୍କ ଭଳି ଖେଳାଳି ଶହେ ବର୍ଷରେ ଥରେ ଜନ୍ମ ହୋଇଥାନ୍ତି । ସେ ନିଜକୁ ବିରାଟଙ୍କ ଫ୍ୟାନ ବୋଲି କହିଛନ୍ତି । ବିରାଟଙ୍କ ପରି ହେବା ପାଇଁ ହେଲେ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ।

Leave A Reply

Your email address will not be published.