କ୍ୟାନସର ଦୂରାଏ ନଡିଆ ତେଲ

0

ନଡିଆ ତେଲକୁ ଆମେ ସାଧାରଣତଃ ଦେହରେ ଲଗେଇବାରେ ବ୍ୟବହାର କରୁ । କି;ୁ ନଡିଆତେଲରେ ରାନ୍ଧିବା ଖାଇବା ଅଧିକ ଫଳଫ୍ରଦ ଏବଂ ସ୍ୟାସ୍ଥ୍ୟ ସହାୟକ । ଆମର ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ନଡିଆ ତେଲକୁ ଖାଇବା ତେଲ ଭାବରେ ବହୁଳ ପରିମାଣରେ ବ୍ୟବହାର କରୁଥିବାର ଦେଖାଯାଏ ।
– ବିଶଷକରି ନଡିଆ ତେଲ, ଘିଅ ତିଆରି ଖାଦ୍ୟ ପଦାର୍ଥ ମଧୁମେହ (ଡାଇବେଟିସ୍‌) ହୃଦ୍ରୋଗ ଏବଂ କ୍ୟାନସର୍‌ ଭଳି ଦୁଃସାଧ୍ୟ ରୋଗକୁ ପ୍ରତିହିତ କରିବାରେ ସାହାର୍ଯ୍ୟ କରିଥାଏ ।
– ନଡିଆତେଲ, ଘିଅ ଓ ଲହୁଣୀରେ ପାମିନିକ୍‌ ଏସିଡ୍‌ ଏବଂ ମୁ୍ୟରିଷ୍ଟିକ୍‌ ଏସିଡ୍‌ ରହିଛି ଯାହାକି ମଧୁମେହ ବା ଡାଇବେଟିସ୍‌ ପାଇଁ ଉପକାରୀ ।
-ଏହାଛଡା, ନଡିଆତେଲ ଔଷଧୀୟ ଗୁଣ ଯୋଗୁ ଚର୍ମରୋଗ ପାଇଁ ଏହା ଉପଯୋଗୀ ହୋଇଥାଏ ।
-ମରା ନଡିଆ ତେଲ ଓ ଶ୍ରୀକର୍ପୁର ଫୁଟାଇ ବିଭିନ୍ନ ପ୍ରକାର ଚର୍ମରୋଗ ଯଥା ଯାଦୁ, ବିଇଞ୍ଚି, ଚମଦଳା, କାଛୁକୁଣ୍ଡିଆ ଇତ୍ୟାଦିର ଚିକିସିା କରାଯାଇଥାଏ ଛ
-ନଡିଆ ତେଲକୁ ଅନ୍ୟ ସୁବାସିତ (ସେଣ୍ଟ)ଦ୍ୱାରା ଫେଣ୍ଟି କେଶ ତୈଳ, କ୍ରିମ୍‌ ଇତ୍ୟାଦି ପ୍ରସ୍ତୁତ କରାଯାଏ ।
– ନଡିଆକୁ କୋରି କୋରା, ବରା ଇତ୍ୟାଦି ଖାଦ୍ୟ ଭାବରେ ଆମେ ଗ୍ରହଣ କରିଥାଉ । ଏହା ଶକ୍ତିବର୍ଦ୍ଧକ ଏବଂ ହଜମ କ୍ରିୟାରେ ସହାୟକ ।

Leave A Reply

Your email address will not be published.