ଖାରବେଳଙ୍କୁ ଆକ୍ରମଣ ଘଟଣା : କାଶୀପୁରରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

0

ରାୟଗଡା ,୨୭/୧୧: ରାୟଗଡା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ମଙ୍ଗଳବାର କ୍ରାଇମବ୍ରାଂଚର ୨ ଜଣିଆ ଟିମ କାଶୀପୁରରେ ପହଂଚିଛନ୍ତି। ତାଙ୍କୁ ଆକ୍ରମଣ କରିବା ପଛରେ କାହାର ହାତ ରହିଛି କିମ୍ବା ଆକ୍ରମଣ ରାଜନୈତିକ ଅଭିସନ୍ଧିମୂଳକ ତାହା ନେଇ ତଦନ୍ତ ଆରମ୍ଭ କରିଛି ଟିମ୍। ତେବେ ଆଜି ପ୍ରାଥମିକ ତଦନ୍ତ ପରେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବା ନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ।

Leave A Reply

Your email address will not be published.