ଛତୁ ଭାଜି

ପ୍ରସ୍ତୁତ ସାମଗ୍ରୀ- ୪୦୦ଗ୍ରାମ୍‌ କଟା ଛତୁ, ୧କପ୍‌ କଟା ପିଆଜ, ୧୨୫ଗ୍ରା. ଘିଅ, ୧ଚାମଚ ଗୁଣ୍ଡ ହଳଦି, ୧ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ କଟା ରସୁଣ, ୧କପ୍‌ ମନପସନ୍ଦର କଟା ପରିବା ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ- କଡ଼େଇରେ ଗୁଆଘିଅ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ ପକାଇ ଭାଜ;ୁ । ତା’ପରେ କଟା ଛତୁ ପକା;ୁ । ସେଥିରେ ଗୁଣ୍ଡ ହଳଦି, ଗୁଣ୍ଡ ଲଙ୍କା, ଲୁଣ ଓ ମନପସନ୍ଦର ପରିବା (ଯଥା-ଗାଜର, ମଟର, ଫୁଲକୋବି, କଟା ଟମାଟୋ) ପକାଇ ଧିମା ଆଞ୍ଚରେ ୫/୭ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧ;ୁ ଏବଂ ଶେଷରେ କଟା ଧନିଆପତ୍ର ପକାଇ ଓହ୍ଲାଇ ଆଣି ପରିବେଷଣ କର;ୁ ।