ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ହାରଠାରୁ ରାଜ୍ୟ ଅଧିକ : ବିଜେଡ଼ି

0

ଭୁବନେଶ୍ୱର, ୫/୧୨: ବିଜେପି ଶାସିତ ରାଜ୍ୟ ମାନଙ୍କ ଅପେକ୍ଷା ଓଡ଼ିଶାରେ ବ୍ୟୟ ଭାର ଅଧିକ ରହିଛି ବୋଲି ବିଜେଡ଼ି ସୋସିଆଲ ମିଡ଼ିଆର ଅଧ୍ୟକ୍ଷ ଅମର ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି । ଜାତୀୟ ହାର ୭.୧ ପ୍ରତିଶତ ଥିଲା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଛି । ସାମାଜିକ ଶିକ୍ଷା ଓ ସ୍ୱାସ୍ଥ୍ୟ ହାର ଭଲ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.