ସାମଗ୍ରୀ- ବାସୁମତୀ ଚାଉଳ- ୨ କପ୍, କେସର- ୧ ଚାମଚ, କାଜୁ- ୧ ଚାମଚ, ବାଦାମ- ୨ ଚାମଚ, କିସ୍ମିସ୍- ୨ ଚାମଚ, କ୍ଷୀର- ୧/୩ କପ, କଟା ପିଆଜ-୧ ବାଉଲ୍ , ସ୍ୱାଦ ଅନୁସାରେ ଲୁଣ, ଚିନି- ୧ ଚାମଚ, ଅଳେଇଚ ଗୁଣ୍ଡ- ଚାମଚ, କଟା ପୋଦିନାପତ୍ର- ୧ଚାମଚ, ପାଣି-୨କପ୍, ଘିଅ-୩ ଚାମଚ ।
ପ୍ରଣାଳୀ- ଗରମ କ୍ଷୀରରେ କେସରକୁ ମିଶାଇ ରଖିଦିଅ;ୁ । ପ୍ୟାନ୍ରେ ଏକ ଚାମଚ ଘିଅ ପକାଇ ଗରମ କରି ସେଥିରେ ଚାଉଳ ଭାଜ;ୁ । ଏହାପରେ କେସରଯୁକ୍ତ କ୍ଷୀର, ପାଣି, ବସୁମତି ଚାଉଳ ଓ ଲୁଣ ପକାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଲୋ ଆଞ୍ଚରେ ପ୍ୟାନ୍କୁ ଢାଙ୍କି ରଖ;ୁ । ଅନ୍ୟ ଏକ ପ୍ୟାନ୍ରେ ଘିଅ ଗରମ କରି ପିଆଜକୁ କିଛି ସମୟ ଭାଜ;ୁ । ଏହାପରେ ଏଥିରେ ଚିନି ପକା;ୁ । ଚିନି ମିଶିଗଲାପରେ ଏଥିରେ କଟାଯାଇଥିବା କାଜୁ ଓ ବାଦାମ ପକା;ୁ । ଏହା ହୋଇଗଲା ପରେ ଗ୍ୟାସ୍ ବନ୍ଦ କରିଦିଅ;ୁ । ଚାଉଳକୁ ବେଶୀ ସିଝା;ୁ ନାହିଁ । ଚାଉଳରେ କଟାଯାଇଥିବା କାଜୁ, ପିଆଜ ମିଶ୍ରଣ ଓ ଅଳେଇଚ ଗୁଣ୍ଡ ମିଶାଇ ଭଲ ଭାବେ ମିକ୍ସ କରି ଦିଅ;ୁ । ଗରମାଗରମ ଜାଫ୍ରାନି ପଲଉ ଉପରେ ପୁଦିନାପତ୍ର ପକାଇ ପରଶିଦେବେ ।
Prev Post
Next Post