ଜୁଆଣି ମେଥି ପୁରି

0

ସାମଗ୍ରୀ- ଅଟା- ୨ କପ୍‌, ସୁଜି- ୧/୨ କପ୍‌, ଲୁଣ- ୧/୨ ଚାମଚ, ତେଲ- ୫ ଚାମଚ (ଦଳିବା ପାଇଁ), ଉଷୁମ ପାଣି(ଦଳିବା ପାଇଁ), ଯୁଆଣି- ୧ ଚାମଚ, କମେଥି- ୩ ଚାମଚ, ତେଲ- ଛାଣିବା ପାଇଁ ।
ପ୍ରଣାଳୀ- ୫ ଚାମଚ ତେଲ ଓ ସବୁ ଜିନିଷ ମିଶାଇ ଦଳନ୍ତୁ । ଓଦା ସଫା କନାରେ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡାଇ ରଖ;ୁ । ତେଲ ଗରମ କରି ପୁରି ପକାଇ ଛାଣନ୍ତୁ । ହାଲକା ଚଟୁ ମାରି ଫୁଲାନ୍ତୁ ଓ ସୁନେଲି ରଙ୍ଗ ହେବା ଯାଏଁ ଛାଣି ଗରମ ଗରମ ଚଟଣି, ମିଠା ଦହି ବା ଛୋଲେ ସହ ପରଷନ୍ତୁ ।

Leave A Reply

Your email address will not be published.