ପ୍ରସ୍ତୁତି ସାମଗ୍ରୀ-୪କପ୍ ଚିକେନ୍ ଷ୍ଟକ୍, ୪ଟା ଟମାଟୋ (କଟା), ୧ଚାମଚ ଟମାଟୋ କେଚପ ବା ସସ୍, ୨ଚାମଚ ସୋୟା ସସ, ଲୁଣ ସ୍ୱାଦ ଅନୁସାରେ, ଧନିଆ ପତ୍ର କଟା, କଟା ପିଆଜ ସ„ା, ଗୋଟେ ଅଣ୍ଡା ।
ପ୍ରଣାଳୀ-ପ୍ୟାନ୍ରେ ଚିକେନ୍ ଷ୍ଟକ୍ ନେଇ ଗରମ କର;ୁ । ଅନ୍ୟ ସମସ୍ତ ସାମଗ୍ରୀଗୁଡ଼ିକୁ ଧୀରେ ଧୀରେ ଷ୍ଟକରେ ମିଶା;ୁ ଓ ଧୀମା ଆଞ୍ଚରେ ଫୁଟା;ୁ । ଚିକେନ୍ ଷ୍ଟକ ମିଶ୍ରଣରେ ଧୀରେ ଧୀରେ ଅଣ୍ଡା ଫେଣ୍ଟାକୁ କଣ୍ଟା ଚାମଚ ସାହାଯ୍ୟରେ ଗୋଳା;ୁ । ଅଣ୍ଡା ହୋଇଗଲେ ସୁପ୍କୁ ଓହ୍ଲାଇ ରଖ;ୁ । ଉପରେ କଟା ଧନିଆ ପତ୍ର ଓ କଟା ପିଆଜ ସ„ାପତ୍ରକୁ ଦେଇ ପରଷ;ୁ ।