ଟେଡି ଡେ’

0

ଭାଲେନ୍‌ଣ୍ଟାଇନ୍‌ ସପ୍ତାହର ଚତୁର୍ଥ ଦିନ ମାନେ ୧୦ଫେବୃଆରୀକୁ ଟେଡି ଡେ’ ଭାବେ ପାଳନ କରନ୍ତି ଯୁବପିଢି । ଟେଡି ସହ ଭଲପାଇବାର କନେକ୍ସନ୍‌ ବହୁତ ଗଭୀର । ତା’ହେଲେ ଭାଲେଣ୍ଟାଇନ୍‌ ସପ୍ତାହର ଗୋଟିଏ ଦିନକୁ ଟେଡିଙ୍କ ନାମରେ କରାଯିବନି ବା କେମିତି ? ଭାଲେନ୍‌ଣ୍ଟାଇନ୍‌କୁ ଖୁସି କରିବାର ଏହା ହେଉଛି ଗୋଟିଏ ମାଧ୍ୟମ । ଏହା ସମସ୍ତେ ଜାଣନ୍ତି ଯେ, ମହିଳାମାନେ ଟେଡି ଏବଂ ସଫଫ ଟୟକୁ ଖୁବ୍‌ ପସନ୍ଦ କରନ୍ତି । ସେଥିପାଇଁ ପ୍ରେମର ପରିପ୍ରକାଶ ପାଇଁ ଟେଡିକୁ ପ୍ରଥମ ଓ ସୁନ୍ଦର ଉପହାର ଭାବେ ଚୟନ କରାଯାଉଛି ।

Leave A Reply

Your email address will not be published.