ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର,୨୯/୩: ବାକି ଥିବା ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ପକ୍ଷରୁ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରୁ ପୁରୀରୁ ମହେଶ୍ୱର ମହାନ୍ତିଙ୍କୁ ଟିକେଟ ମିଳିଥିବା ବେଳେ ଅନ୍ୟ ୧୭ ଜଣଙ୍କ ନାଁ ସାମିଲ ହୋଇଛି।

୧. ପୁରୀ: ମହେଶ୍ୱର ମହାନ୍ତି,୨. ଜଟଣୀ: ବିଭୂତି ବଳବନ୍ତରାୟ ୩.କଟକ-ବାରବାଟୀ: ଦେବାଶିଷ ସାମନ୍ତରାୟ ୪.କଟକ-ସଦର: ଚନ୍ଦ୍ର ସାରଥି ବେହେରା ୫. ରେଙ୍ଗାଳି: ରିନା ତନ୍ତି ୬. ଯଶିପୁର: ଗୋଲେଖ ବିହାରି ନାୟକ ୭. ବାଙ୍ଗିରିପୋଷି: ସୁଦାମ ମାରାଣ୍ଡି ୮. ସାରସକଣ: ଅମର ସିଂ ଟୁଡୁ ୯. ଉଦଳା: ଶ୍ରୀନାଥ ସୋରେନ୍‌ ୧୦. ବାଲେଶ୍ୱର: ଜୀବନ ପ୍ରଦୀପ ଦାଶ ୧୧. ଜଳେଶ୍ୱର: ଅଶ୍ୱିନୀ କୁମାର ପାତ୍ର ୧୨. ବଡସାହି: ବୃନ୍ଦାବନ ଦାସ ୧୩. ଭଦ୍ରକ: ସଞ୍ଜିବ ମଲିକ ୧୪.ସୋର: ପର୍ଶୁରାମ ଧଡା ୧୫. ବଡଚଣା: ଅମର ପ୍ରସାଦ ଶତପଥୀ ୧୬. ରାଜନଗର: ଧ୍ରୁବ ସାହୁ ୧୭. ପାରାଦ୍ୱୀପ: ସମ୍ବିତ ରାଉତରାୟ ୧୮.ତିର୍ତ୍ତୋଲ: ବିଷ୍ଣୁ ଦାସ

Leave A Reply

Your email address will not be published.