ଥାଲକୁଡ଼ି ଆଳୁ କଷା

ପ୍ରସ୍ତୁତି ସାମଗ୍ରୀ-୨୫୦ଗ୍ରା. ଥାଲକୁଡ଼ି ପତ୍ର, ୪ଟି ଆଳୁ, ୨ଟି ଟମାଟୋ, ୧ଟି ପିଆଜ, ୧୦କିଲୋ ରସୁଣ, ଛୋଟ ଖଣ୍ଡେ ଅଦା, ୨ଟି ଲଙ୍କା, ୧ଚାମଚ ପୋସ୍ତ, ଅଧା ଚାମଚ ଜିରା, ଛୋଟଖଣ୍ଡେ ଡାଲଚିନି, ୨ବଡ଼ ଚାମଚ ସୋରିଷ ତେଲ, ଅଳ୍ପ ହେଙ୍ଗୁ, ସ୍ୱାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦି ବ୍ୟବହାର କର;ୁ ।
ପ୍ରଣାଳୀ- ଥାଲକୁଡ଼ିପତ୍ରକୁ ଡେମ୍ଫ ସହିତ ଧୋଇ ବାଟି ଦିଅ;ୁ । ଆଳୁରୁ ଚୋପା ଛଡ଼ାଇ ଲମ୍ବା ଲମ୍ବା ଖଣ୍ଡରେ କାଟ;ୁ । ଟମାଟୋକୁ ଗ୍ରାଇଣ୍ଡ୍‌ କରି ଦିଅ;ୁ । ପିଆଜ, ରସୁଣ, ଅଦା ଓ ଲଙ୍କା ବାଟ;ୁ । ପୋସ୍ତ-ଜିରାକୁ ଅଲଗା ବାଟି ରଖ;ୁ । କଡ଼େଇରେ ତେଲ ଗରମ କରି ଟିପେ ହେଙ୍ଗୁ ପକା;ୁ, ପରେ ପରେ ମସଲା ବଟା ପକେଇ କଷ;ୁ । ମସଲା କଷି ଆସିଲେ ଅର୍ଥାତ୍‌ ମସଲାରୁ ତେଲ ଛାଡ଼ି ଆସିଲେ ବଟାପୋସ୍ତ ଢାଳ;ୁ । ଅଳ୍ପ ସମୟ କଷି କଟାଶାଗ ଢାଳ;ୁ । ଲୁଣ, ହଳଦି ପକାଇ ଅଳ୍ପ ସମୟ ସ;ୁଳିବା ପରେ ଆଳୁ ପକା;ୁ। ଘୋଡ଼େଇ ଘୋଡ଼େଇ ସ;ୁଳ;ୁ । ଆଳୁ ସିଝି ଆସିଲେ ଗ୍ରାଇଣ୍ଡ ହୋଇଥିବା ଟମାଟୋ ଢାଳ;ୁ ଓ କଷ;ୁ । ଆଳୁ ସିଝି କଷି ଆସିଲେ ଡାଲଚିନି ଛେଚି ପକାଇ ତରକାରିକୁ ଓହ୍ଲାଇ ଦିଅ;ୁ।