-ସୁଷମ ଓ ନିରାମିଶ ଖାଦ୍ୟ ତଥା ଜୀବସାର ଯୁକ୍ତ ଖାଦ୍ୟ ସେବନ କରୁଥିବା ଲୋକ ଅଧିକ ଦିନ ବଞ୍ଚନ୍ତି ।
-ଯୋଗ, ବାୟାମ, ପୂଜା, ଉପାସନା କରୁଥିବା ଲୋକଙ୍କର ଆୟୁଷ ସାଧାରଣତଃ ଦୀର୍ଘ ହୋଇଥାଏ ।
-ଏହାଛଡା, ସୁସ୍ଥ ବିବାହିତ ଜୀବନ ଓ କର୍ମକ୍ଷମ, ଖୁସି ମିଜାଜର ଲୋକଙ୍କର ଜୀବନକାଳ ଅନ୍ୟମାନଙ୍କ ତୁଳନାରେ ଅଧିକ ହୋଇଥାଏ ।
-ବିଶୁଦ୍ଧ ଜଳ ଓ ବାୟୁ ସେବନ ମଧ୍ୟ ଦୀର୍ଘାୟୁ ହେବାର ସହାୟତା ।
-ନିଶା ଓ ମାଦକ ଦ୍ରବ୍ୟ ସେବନ ଓ ବିଷାକ୍ତ ବିସ୍ପୋରକ ଦ୍ରବ୍ୟଠାରୁ ଦୂରରେ ରହିବା ବ୍ୟକ୍ତିର ଦୀର୍ଘ ଜୀବନ ଲାଭ କରେ ।
– ସତ୍ ମାର୍ଗରେ ଥିବା ଲୋକମାେନେ ସବୁବେଳେ ଦୀର୍ଘାୟୁ ହେବା ସହ ସୁସ୍ଥ ଜୀବନଜାପନ କରିଥାନ୍ତି ।
Prev Post
Next Post