ଧର୍ମପତ୍ନୀଙ୍କ ସହିତ ୩ ବର୍ଷ ପାରିବାରିକ ଜୀବନ ବିତାଇ ଥିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ,୬/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ତ୍ରୀ ଯଶୋଦା ବେନ୍‌ଙ୍କ ସହିତ ୩ ବର୍ଷ ପାରିବାରିକ ଜୀବନ ବିତାଇବା ପରେ ତାଙ୍କୁ ତ୍ୟାଗ କରିଥିଲେ। ଏନେଇ ମୋଦିଙ୍କ ଭାଇ ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି । ମୋଦିଙ୍କ ବୟସ ୧୭ ବର୍ଷ ଥିବାବେଳେ ସେ ୧୫ ବର୍ଷ ବୟସ୍କା ଯଶୋଦାଙ୍କୁ ବିବାହ କରିଥିଲେ । ଯଶୋଦା ପାଠଶାଠ ପଢ଼ି ନ ଥିଲେ। ମୋଦି ଏବଂ ଯଶୋଦା ସେ ସମୟରେ ନାବାଳକ ଓ ନାବାଳିକା ଥିଲେ। ତେବେ ଦେଶସେବା ପାଇଁ ସେ ଯଶୋଦାଙ୍କୁ ତ୍ୟାଗ କରିଥିବା ମୋଦିଙ୍କ ଭାଇ କହିଛନ୍ତି ।

Leave A Reply

Your email address will not be published.