ନବନିର୍ମିତ କୋଠାରୁ ଯୁବକ-ଯୁବତୀଙ୍କ ମୃତଦେହ ଜବତ

0

ଭୁବନେଶ୍ୱର, ୫/୧୦: ନୀଳାଦ୍ରୀ ବିହାରସ୍ଥିତ ଏକ ନିର୍ମାଣାଧୀନ ଆପାଟ୍‌ମେଣ୍ଟରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉଭୟ ଯୁବକ-ଯୁବତୀ ଭୁବନେଶ୍ୱର ଆସି କାମ କରୁଥିଲେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହୁଛନ୍ତି । କେଉଁ ପରିସ୍ଥିତିରେ ଦୁହେଁ ଏଠାକୁ ଆସିଲେ ତାହା ଜଣାପଡ଼ି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.