ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ସଚିନ ପାଇଲଟ

0

ଜୟପୁର,୧୧/୧୨: ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ୫ଟି ରାଜ୍ୟ ସହ ସାରା ଦେଶରେ ରାଜନୀତିର ଉଷ୍ମତା ବଢିଯାଉଛି। କାରଣ କେନ୍ଦ୍ରର ଶାସନ ଭାର ସମ୍ଭାଳିଥିବା ଭାଜପାକୁ ଏବେ ପଛରେ ପକାଇ ଅଗ୍ରସର ହେଉଛି କଂଗ୍ରେସ। ସମସ୍ତଙ୍କ ନଜର ଏବେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଥିବା ବେଳେ ଏଠି କିନ୍ତୁ ସଂଖ୍ୟା ଗରିଷ୍ଠାକୁ ନେଇ ଦ୍ୱନ୍ଦ୍ୱରେ ରହୁଛି କଂଗ୍ରେସ। ସେଥିପାଇଁ ବୋଧହୁଏ ରାଜସ୍ଥାନର କଂଗ୍ରେସ ନେତା ସଚିନ ପାଇଲଟ ନିର୍ଦଳୀୟ ପ୍ରାର୍ଥୀଙ୍କ ସହ ମେଣ୍ଟ କରିବାକୁ ଚାହୁଁଛନ୍ତି। ଫଳାଫଳ ଆସିବା ପୂର୍ବରୁ ଇତିମଧ୍ୟରେ ପାଇଲଟ ୮ ଜଣ ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.