ନିଶ୍ଚିନ୍ତ କରନ୍ତୁ ବ୍ରେକ୍‌ଫାଷ୍ଟ

0

ସାରା ଦିନର ଆହାର ମଧ୍ୟରୁ ସକାଳ ଜଳିଖିଆ କରିବା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଯଦି ଆପଣ ସକାଳର ଜଳିଖିଆ କରୁନାହାନ୍ତି ତେବେ ଏହା ଆପଣଙ୍କ ଶରୀରରେ ବହୁ ପ୍ରଭାବ ପକଇଥାଏ । ତେବେ ଆସନ୍ତୁ ଜାଣିବା ସକାଳେ ଜଳଖିଆ ନଖାଇବା ଦ୍ୱରା ଆମ ଶରୀର ଉପରେ କ’ଣ କ’ଣ ପ୍ରଭାବ ପଡିଥାଏ ।
ପଚନ କ୍ରିୟା ଉପରେ ପ୍ରଭାବ: ସକାଳ ଜଳଖିଆ ନଖାଇବା ଦ୍ୱାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବହୁ ସମୟ ବ୍ୟବଧାଦ ଦ୍ୱାରା ନଖାଇବା ଦ୍ୱାରା ଶରୀରର କ୍ୟାଲୋରୀ ବଢ଼ିଥାଏ ।
ଡାଇବେଟିସ୍‌:ସକାଳର ଜଳଖିଆ ନଖାଇବା ଦ୍ୱାରା ଡଇବେଟିସ୍‌ ହେବାର ସମ୍ଭାବନା ଥାଏ । ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ ସକାଳର ଜଳିଖିଆ ନଖାଇବା ଦ୍ୱାରା ଡାଇବେଟିସ୍‌ ହେବାର ୨୦% ସମ୍ଭାବନା ଥାଏ ।
ଓଜନ ବୃଦ୍ଧି:ଯଦି ଆପଣ ଭାବୁଛନ୍ତି ସକାଳର ଜଳଖିଆ ନଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଉଛି ତାହେଲେ ଆପଣ ଭୁଲ୍‌ ଭାବୁଛନ୍ତି କାରଣ ଏକ ପରୀକ୍ଷାରୁ ଜଣାପଡିଛି ଯେଉଁମାନେ ସକାଳର ଜଳଖିଆ ଖାଉନାହାନ୍ତି ସେମାନେ ଲଞ୍ଚ ଏବଂ ଡିନ୍ନରରେ ଅଧିକ ଖାଦ୍ୟ ଖାଇଥାନ୍ତି । ଯାହା ଫଳରେ ଓଜନର ବୃଦ୍ଧି ଘଟେ ।

Leave A Reply

Your email address will not be published.