ନୂଆ ଲୁକ୍‌ରେ ମୋଦି

0

ନୂଆଦିଲ୍ଲୀ, ୩୧/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସୁନ୍ଦର ବେଶର ଫଟୋ ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେବାରେ ଲାଗିଛି । ନୂଆ ଫଟୋକୁ ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷଫାଗ୍ରାମ୍‌ ଏକାଉଣ୍ଟରେ ପୋଷ୍ଟ୍‌ କରିବାର ମାତ୍ର ୬ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି । ଫଟୋରେ ମୋଦି ଚପଲ ପିନ୍ଧିବା ସହ ହାତରେ ଏକ ଫାଇଲ୍‌ ଧରିଥିବା ଦେଖିବାକୁ ମିଳିଛି । ତା’ସହିତ ବେକରେ ଏକ ଗାମୁଛା ପକାଇଛନ୍ତି ଏବଂ ଧୋତିକୁ ଲୁଙ୍ଗିଭଳି ପିନ୍ଧିଛନ୍ତି । ମୋଦିଙ୍କ ଏହି ନୂଆ ଲୁକ୍‌ ଫଟୋ ପୋର୍ଟ ବ୍ଲେୟରରେ ଉଠାଯାଇଛି ।

Leave A Reply

Your email address will not be published.