ସାମଗ୍ରୀ-କୋରା ନଡ଼ିିଆ ୩୫୦ଗ୍ରାମ୍, ଚିନି-୫୦୦ଗ୍ରାମ୍, କ୍ଷୀର୨୦୦ମି.ଲି, ଫ୍ରେସ୍ କ୍ରିମ୍- ୬୦ଗ୍ରାମ୍, ଘିଅ-୨ ଚାମଚ, ଗୁଜୁରାତି ଗୁଣ୍ଡ-୧/୨ ଚାମଚ, କାଜୁ ସ୍ୱାଦ ପାଇଁ।
ପ୍ରଣାଳୀ-ପ୍ରଥମେ ପ୍ୟାନ୍ରେ ୩୫୦ଗ୍ରାମ୍ କୋରା ହୋଇଥିବା ନଡ଼ିଆକୁ ପକା;ୁ ଏବଂ ୫ମିନିଟ୍ ପର୍ଯ୍ୟନ୍ତ ଭାଜ;ୁ । ଏବେ ୫୦୦ଗ୍ରାମ୍ ଚିନି ପକାଇ ଆଉ କିଛି ସମୟ ଭାଜ;ୁ । ସେ ପର୍ଯ୍ୟନ୍ତ ଘାଣ୍ଟ;ୁ ଯେ ପର୍ଯ୍ୟନ୍ତ ନଡ଼ିଆରେ ସମ୍ପୂର୍ଣ୍ଣ ରୂପେ ଚିନି ମିଶି ନାହିଁ । ପରେ ଏଥିରେ ୨୦୦ମି.ଲି କ୍ଷୀର, ୬୦ଗ୍ରାମ୍ ଫ୍ରେସ୍ କ୍ରିମ୍ ପକାଇ ଭଲ ରୂପେ ଭାଜ;ୁ । ଏହାପରେ ୨ଚାମଚ ଘିଅ, ୧/୨ଚାମଚ ଗୁଜୁରାତି ଗୁଣ୍ଡକୁ ପକାଇ ୩ରୁ ୫ମିନିଟ୍ ପର୍ଯ୍ୟନ୍ତ ରାନ୍ଧ;ୁ । ଏବେ ଏହି ସମ୍ପୂର୍ଣ୍ଣ ମିଶ୍ରଣକୁ ବାହାର କରି ଛାଞ୍ଚରେ ପୁରାଇ ରଖ;ୁ। ୩୦ମିନିଟ୍ ରଖି ଏହାକୁ ଥଣ୍ଡା କରିବାକୁ ଦିଅ;ୁ । ଏହାପରେ ଆପଣ ଏକ ଜାର୍ରେ ରଖି, ଯେତେବେଳେ ଇଚ୍ଛା ସେତେବେଳେ ଖାଉଥିବେ ।
Prev Post
Next Post