ପାଇ ଦିବସ

0

ଗାଣିତିକ ସ୍ଥିରାଙ୍କ ପାଇ’ ଉପଲକ୍ଷେ ପାଳନ କରାଯାଉଥିବା ବାର୍ଷିକ ଉତ୍ସବକୁ ପାଇ’ ଦିବସ କୁହାଯାଏ । ପ୍ରତିବର୍ଷ ମାର୍ଚ୍ଚ ୧୪ରେ (ମାସ/ ତାରିଖ ଫର୍ମାଟରେ ୩/୧୪) ପାଳନ କରାଯାଏ, କାରଣ ଦଶତମିକ ପଦ୍ଧତିରେ ୩, ୧ ଓ ୪ ପାଇ’ର ତିନୋଟି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା। ପାଇ’ ଆପ୍ରୋକସିମେସନ୍‌ ଦିବସ ଜୁଲାଇ ୨୨ରେ ( ଦିନ /ମାସ ଫର୍ମାଟରେ ୨୨/୭ ) ପାଳନ କରାଯାଏ, କାରଣ ୨୨/୭ ଭଗ୍ନାଂଶଟି ପାଇଁ ସବୁଠାରୁ ସାଧାରଣ ଅନୁମାନ (ଆପ୍ରୋକ୍ସିମେସନ୍‌) ।

Leave A Reply

Your email address will not be published.