ପୁଶ-ଅପ୍‌ ପାଇଁ ମର୍‌ସିଡିଜ୍‌ ଉପହାରରେ

0

ଛୋଟପିଲାମାନେ ପାଠ ପଢିବା ସହ ଖେଳାଖେଳି କରି ନିଜ ସମୟକୁ ଅତିବାହିତ କରିଥାନ୍ତି । ଋଷର ଜଣେ ବାଳକ କିନ୍ତୁ କିଛି ଭିନ୍ନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ନା’ ରାଖିମ କୁରାୟବ ବୟସ ମାତ୍ର ପାଞ୍ଚ । ଏତିକି ଛୋଟବେଳୁ ସେ ଖେଳକୁଦ କରିବା ଅପେକ୍ଷା ବଡି-ବିଲïିଙ୍ଗ କରିବା ପାଇଁ ମନ ବଳାଇଛନ୍ତି । ୨ଘଣ୍ଟା୨୫ମିନିଟ ଭିତରେରାଖିମ ଏକାଥରକେ ୪ହଜାର ଏକଶହପାଞ୍ଚ ପୁଶ-ଅ«ମାରି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଏକ ଉଦାହରଣ ପାଲଟିଛନ୍ତି । ତେବେ ରାଖିମଙ୍କ ଏହି ସ୍ୱତନ୍ତ୍ର କାରନାମାରେ ଖୁସି ହୋଇଛନ୍ତି ଋଷ ସେନାର ଲେଫଫନାଣ୍ଟ ଗଭର୍ଣ୍ଣର, ସେ କେବଳ ଖୁସି ହୋଇ ନାହା’ନ୍ତି ସେ ରାଖିମଙ୍କୁ ଏକ ମର୍‌ସିଡିଜ୍‌ କାର ମଧ୍ୟ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ୧୬ଲକ୍ଷଟଙ୍କା । ତେବେ ଭବିଷ୍ୟତରେ ରାଖିମ ୫ହଜାରରୁ ଅଧିକ ପୁଶ-ଅ« ମାରିବା ନେଇ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.