ପ୍ରତି ଚାରି ପିଲାଙ୍କ ମଧ୍ୟରୁ ଜଣେ ଗରିବ

0

ବିକାଶଶୀଳ ରାଷ୍ଟ୍ର ଆମେରିକାର ପ୍ରତି ଚାରିଜଣ ପିଲାଙ୍କ ମଧ୍ୟରେ ଜଣେ ଗରିବ । ୨୦୧୨ରେ କରାଯାଇଥିବା ଏକ ସର୍ଭେରୁ ଏହି କଥା ସାମ୍ନାକୁ ଆସିଛି । ଜଣେ ସମାଜଶାସ୍ତ୍ରୀ ଏହି ସର୍ଭେ କରିଥିଲେ । ନୁ୍ୟହାମ୍ପସାୟାର୍‌ରେ ସବୁଠୁ ଅଧିକ ଗରିବ ଲୋକଥିବା କଥା ଜଣାପଡିଛି । ଆମେରିକାର ୬୦ ଲକ୍ଷ ଶିଶୁ ଦାରିଦ୍ର୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ନୁ୍ୟହାମ୍ପସାୟାର୍‌ରେ ଗତ ଦଶବର୍ଷ ମଧ୍ୟରେ ଦାରିଦ୍ର୍ୟ ସବୁଠୁ କମ୍‌ ଥିଲା । ୨୦୧୧ରେ ଏହା ୧୨% ଥିବାବେଳେ ୨୦୧୨ରେ ଏହା ୧୫.୬%କୁ ବୃଦ୍ଧି ପାଇଛି । ୨୦୦୭ରେ ମହାମାନ୍ଦାବସ୍ଥା ପୂର୍ବରୁ ଆମେରିକାର ୩୧ ଲକ୍ଷ ପିଲା ଗରିବ ହୋଇଯାଇଥିଲେ ।

Leave A Reply

Your email address will not be published.