ବଜ୍ରପାତରୁ ସୁରକ୍ଷା ଦେବ ‘ଦାମିନୀ’

0

ଭାରତରେ ପ୍ରତିବର୍ଷ ବଜ୍ରପାତରେ ହେଉଥିବା ମୃତୁ୍ୟରୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାରଙ୍କ ଭୁବିଜ୍ଞାନ ମନ୍ତ୍ରଳାୟ ଏପରି ଏକ ଆପ୍‌ ପ୍ରସ୍ତୁତି କରିଛି ଯାହା ୩୦ରୁ ୪୦ ମିନିଟ୍‌ ପୂର୍ବରୁ ବ୍ରଜପାତର ସୂଚନା ଦେବ । ଦାମିନୀ ନାମକ ଏହି ଆପ୍‌ ଗୁଗଲ୍‌ ପ୍ଲେଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ୍‌ କରାଯାଇପାରେ । ଆଇଆଇଟିଏମ୍‌ (ଇଣ୍ଡିଆନ୍‌ ଇନ୍‌ଷ୍ଟିଟୁ୍ୟଟ୍‌ ଅଫ୍‌ ଟ୍ରପିକାଲ ମେଟେରୋଲୋଜି) ଏହି ଆପ୍‌ ପ୍ରସ୍ତୁତି କରିଛି । ଏହି ଅ୍ରାପ୍‌ ବଜ୍ରପାତର ସୂଚନା ଦେବା ସହ ସୁରକ୍ଷା ଏବଂ ପ୍ରାଥମିକ ଚିକିସିା ସମ୍ପର୍କରେ ବି ଏହା ସଚିତ୍ର ସୂଚନା ଦେଇଥାଏ । ଏହା କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ସୂଚନା ରହିଥିବା ବେଳେ ଆଗକୁ ଆଞ୍ଚଳିକ ଭାଷାର ସୂଚନା ପ୍ରଦାନ କରିବାକୁ ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.