ବାଦାମର ଉପକାରିତା

0

ବାଦାମକୁ ସମସ୍ତେ ଖାଇବା ସହିତ ଏଥିରୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ତିଆରି କରନ୍ତି । କିନ୍ତୁ ବାଦାମରେ ଥିବା ଉପକାରିତା ବିଷୟରେ ଏଯାଏଁ ବି ଅନେକ ଅଜଣା । ବାଦାମ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ସ୍ୱାଦିଷ୍ଟ ବାଦାମରୁ ମିଳୁଥିବା ସ୍ୱାସ୍ଥ୍ୟକର ଉପକାରିତା ବିଷୟରେ :-
* ୧୫ ରୁ ୨୦ ଖଣ୍ଡ ବାଦାମକୁ ନେଇ ତାହାକୁ ଭଲ ଭାବରେ ପେଷ୍ଟ କରନ୍ତୁ ନଚେତ୍‌ ୧ ଚାମଚ ବାଦାମ ଗୁଣ୍ଡରେ ୨ ଚାମଚ କ୍ଷୀର ଭଲ ଭାବରେ ଗୋଳାଇ କିଛି ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ । ତା’ପରେ ଏହି ମିଶ୍ରଣକୁ ପୂରା ମୁହଁରେ ଲଗାନ୍ତୁ । ଲଗାଯାଇଥିବା ପେଷ୍ଟ ଶୁଖିଗଲା ପରେ ତାକୁ ହାଲୁକା ହାତରେ ଧୀରେ ଧୀରେ ଛଡ଼ାନ୍ତୁ । ଏହି ପେଷ୍ଟ ଚେହେରା ରଙ୍ଗକୁ ଗୋରା କରିବା ସହିତ ଭଲ ମାଇଶ୍ଚରାଇଜ୍‌ ଭଳି ମଧ୍ୟ କାମ କରେ ।
* ଛୋଟ ପିଲା ପ୍ରତିଦିନ ୫ ରୁ ୧୦ ଖଣ୍ଡ ବାଦାମ ଖାଇଲେ ତାଙ୍କର ସ୍ମରଣ ଶକ୍ତି ପ୍ରଖର ହୁଏ ।
* ଗର୍ଭବତୀ ମହିଳାମାନେ ପ୍ରତିଦିନ ୧୦ ରୁ ୧୫ ଖଣ୍ଡ ଲେଖାଏଁ ବାଦାମ ଖାଇବା ଉଚିତ୍‌ ।
* ବାଦାମ ତେଲକୁ ତ୍ୱଚାରେ ଲଗାଇଲେ ଚିMଣ ହୁଏ ।

Leave A Reply

Your email address will not be published.