ବାସ୍ତୁ ଅନୁସାରେ ରଖନ୍ତୁ ଗଛ

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସାଜସଜ୍ଜା ପାଇଁ ରଖାଯାଉଥିବା କୌଣସି ସାମଗ୍ରୀ ହେଉ ଅବା ଗଛ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିଥାଏ । କିଛି ଜିନିଷ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ତ ଆଉ କିଛି ଲୋକଙ୍କ ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ । ଘରର ସାଜସଜ୍ଜା ପାଇଁ କିଛି ଶୋ’ ଗଛ ରଖାଯାଇଥାଏ । ତେବେ ଏହି ଗଛ ଘରେ ରଖିବା ପୂର୍ବରୁ କେତେଗୁଡିଏ ଦିଗ ପ୍ରତି ଧ୍ୟାନ ଦିଅ;ୁ । ଘରେ କଣ୍ଟା କିମ୍ବା କ୍ଷୀର ବାହରୁଥିବା ଗଛ ଲଗା;ୁ ନାହିଁ । କାରଣ ଏହି ଗଛରୁ ନକାରାତ୍ମକ ଏନର୍ଜି ବାହାରିଥାଏ । କି;ୁ ଗୋଲାପ ପରି କଣ୍ଟାଯୁକ୍ତ ଗଛ ଆପଣ ଲଗାଇପାରିବେ । ବୋନସାଇ ଗଛ ଘରେ ଲଗା;ୁ ନାହିଁ କାରଣ ଏହି ଗଛ ଆପଣଙ୍କ ଘରର ଲୋକଙ୍କ ଉନ୍ନତି ଉପରେ ପ୍ରଭାବ ପକାଇଥାଏ । ଘରେ ଆପଣ ଫୁଲଦାନୀରେ ସବୁବେଳେ ତାଜା ଫୁଲ ରଖ;ୁ କାରଣ ଏହା ଦ୍ୱାରା ଆପଣଙ୍କ ଘରକୁ ସକାରତ୍ମକ ଏର୍ନଜି ମିଳିଥାଏ ଛ କି;ୁ ବେଡ୍‌ରୁମ୍‌ରେ କେବେବି କୌଣସି ଗଛ ରଖ;ୁ ନାହିଁ କାରଣ ଏହା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଅସିଥାଏ ।

Leave A Reply

Your email address will not be published.