ବିଜେଡି ଛାଡିଲେ କୁସୁମ ଟେଟେ

0

ଭୁବନେଶ୍ୱର,୧୯/୩ : ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡିଥିବା ଜଣାପଡ଼ିଛି। କୁସୁମ ସୁନ୍ଦରଗଡ଼ ବିଧାନସଭାରୁ ଲଢ଼ିବା ପାଇଁ ଆଗ୍ରହୀ ଥିଲେ। ସୋମବାର ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପରିବର୍ତ୍ତେ ଯୋଗେଶ ସିଂହଙ୍କ ନାମ ରହିଥିବାରୁ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି।

Leave A Reply

Your email address will not be published.