ବିନା ଜିମ୍‌ରେ ଫିଟ୍‌ନେସ୍‌

0

ଫିଟ୍‌ ରହିବା ପାଇଁ ବ୍ୟସ୍ତବହୁଳ ଜୀବନରେ ଜିମ୍‌ ଓ ଡାଏଟ୍‌କୁ ସ୍ୱତନ୍ତ୍ର ରୂପେ ଧାରଣ କରିବାକୁ ପଡିଥାଏ । ଜିମ୍‌ରେ ପଇସା ଖର୍ଚ୍ଚ ନକରି ମଧ୍ୟ ଶରୀରକୁ ସୁସ୍ଥ ଓ ସଂପୂର୍ଣ୍ଣ ରଖାଯାଇପାରିବ । କିନ୍ତୁ ଦୈନନ୍ଦିନ ଖାଦ୍ୟପେୟରେ କିଛି ଜିନିଷ ସାମିଲ୍‌ କରିବାକୁ ପଡିବ ଯେପରିକି –
* ଦିନର ଆରମ୍ଭରେ ଗ୍ରୀନ୍‌ ଟି ପିଇବା ଆବଶ୍ୟକ । ଯାହାଦ୍ୱାରା ଶରୀରରେ ପାଚନ ପ୍ରକ୍ରିୟା ସୂଚାରୁ ରୂପେ ହୋଇଥାଏ ।
*ମୌସୁମୀ(ମିଠା କମଳା)-ଦୈନିକ ମୌସୁମୀ(ମିଠା କମଳା) ଖାଇବା ଓ ଏହାର ରସକୁ ପିଇବା ଦ୍ୱାରା ମୁଖର ସୌନ୍ଦର୍ଯ୍ୟତା ବୃଦ୍ଧି ପାଏ ।
* ଯଅ(ଓଟ୍‌ସ୍‌) ଖାଦ୍ୟ:- ଯଅର ପ୍ରସ୍ତୁତ ଖାଦ୍ୟ ଖାଇବା ଆବଶ୍ୟକ ଏହା ଶରୀରରେ ପୋଷକ ତତ୍ତ୍ୱ ବୃଦ୍ଧି କରିଥାଏ । ଯଅ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ନିଜ ଜଳଖିଆ ରେ ସାମିଲ କରିବା ଆବଶ୍ୟକ ।
* ବାଦାମ:- ବାଦାମରେ ଭିଟାମିନ୍‌-ଇ ଗଚ୍ଛିତ ରହିଥାଏ ତେଣୁ ଏହାକୁ ଖାଇବା ଦ୍ୱାରା ମୁଖରେ ଚମକ ଆସିଥାଏ ।
*ଏଭୋକାଡୋ:-ଏଭୋକାଡୋ ଏକ ଋତୁକାଳୀନ ଫଳ ଅଟେ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ଅଭାବ ହୋଇନଥାଏ ।
* ଦହି- ଦହିରେ ସ୍ନେହସାର ପୋଷକ ରହିଥାଏ । ଏହାକୁ ଖାଇବାଦ୍ୱାରା ମୁଖ ସୁନ୍ଦରତା ବୃଦ୍ଧି ପାଇଥାଏ ।

Leave A Reply

Your email address will not be published.