ବିନା ବସ୍ତ୍ରରେ ବିବାହ

0

ନିଜ ବିବାହକୁ ସ୍ମରଣୀୟ କରିବାକୁ ସମସ୍ତେ ଚାହାନ୍ତି । ତେଣୁ ଯେତେ ସମ୍ଭବ ସମସ୍ତେ କିଛି ଭିନ୍ନ କରିବାରେ ଲାଗିପଡ଼ନ୍ତି । କିଏ ମଝି ସମୁଦ୍ରକୁ ଯାଇ ବିବାହ କରେ ତ ଆଉ ହେଲିକ୍ୟାପଫରେ ଆକାଶମାର୍ଗରେ ରଚେଇଥାନ୍ତି ବିବାହ । ସେହିପରି ଆଉ କିଏ ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଅଳଙ୍କାରେ ନିଜକୁ ପୋତିଦେଇଥାଏ ତ ଆଉ କିଏ ଦାମୀ ବସ୍ତ୍ର ପରିଧାନ କରି ବିବାହ କରିଥାନ୍ତି । କି;ୁ ଆଜି ଆମେ ଏପରି ଏକ ବିବାହ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଠି ବର ବଧୂ ଦାମୀ ବସ୍ତ୍ର କିମ୍ବା ଅଧିକ ଅଳଙ୍କାର ପରିଧାନ କରି ବିବାହ କରି ନାହାନ୍ତି ବରଂ ବିନା ବସ୍ତ୍ରରେ କରିଛନ୍ତି । ପଢି ହୁଏତ ଆପଣଙ୍କୁ ଏହା ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କି;ୁ କଥାଟି ସତ । ବିବାହ ପରି ଖୁସିର ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ ନବଦମ୍ପତ୍ତି । କି;ୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏମାନଙ୍କୁ ଦେଖିଲେ କେହି କହି ପାରିବେନି କି ଏମାନେ ବିନା ବସ୍ତ୍ରରେ ଅଛନ୍ତି ବୋଲି ଏହାର କାରଣ ହେଉଛି, ପେଣ୍ଟ । ଆଜ୍ଞା ହିଁ ଏହି ନବ ଦମ୍ପତ୍ତି ଶରୀରରେ ବାବି ପେଣ୍ଟିଙ୍ଗ୍‌ କରାଯାଇଥିଲା ଯାହାଫଳରେ ଏମାନେ ଅଲଙ୍ଗନ ଦେଖାଯାଉନଥିଲେ ।

Leave A Reply

Your email address will not be published.