ବିବାହ ପୂର୍ବରୁ ଯୁବକ କରନ୍ତି ବଳାତ୍କାର..

0

ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଆଫ୍ରିକାର କଙ୍ଗୋ ଅଞ୍ଚଳରେ ବାସକରୁଥିବା ହିମ୍ବା ଜନଜାତିଙ୍କର ରହିଛି ଏକ ପରମ୍ପରା। ଏଠାରେ ବିବାହ ପୂର୍ବରୁ ଯୁବକଙ୍କୁ ପୌରୁଷତ୍ୱ ପରୀକ୍ଷା ଦେବାକୁ ପଡ଼ିଥାଏ। ସେଥିପାଇଁ ଯୁବକ ତାଙ୍କ ପାଇଁ ଉଦ୍ଦିଷ୍ଟ କନ୍ୟାଙ୍କୁ କରିଥାନ୍ତି ବଳାତ୍କାର। ଯଦି ଯୁବକ ଜଣଙ୍କର କ୍ଷମତାରେ ଯୁବତୀ ଜଣକ ସନ୍ତୋଷ ପ୍ରକାଶ କରନ୍ତି ତେବେ ବିବାହ ହୁଏ। ଅପରପକ୍ଷରେ ଯୁବତୀ ଜଣକ ଶାରୀରିକ ସମ୍ପର୍କରେ ଅସନ୍ତୁଷ୍ଟ ହେଲେ ବିବାହ ହୋଇପାରେ ନାହିଁ। ଏଭଳି ପରମ୍ପରା ବିରୋଧରେ ସ୍ବର ଉତ୍ତୋଳନ ହେଉଛି। ତେବେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନର ପାଳନ କରିବାକୁ ଏହି ଜନଜାତି ଆଗ୍ରହ ପ୍ରକାଶ କରୁନାହାଁନ୍ତି।

Leave A Reply

Your email address will not be published.