ବିରି ମାଲପୁଆ

0

ପ୍ରସ୍ତୁତି ସାମଗ୍ରୀ- ଅରୁଆ ଚାଉଳ-୨୦୦ଗ୍ରାମ୍‌, ବିରି-୧୦୦ଗ୍ରାମ୍‌, ଲୁଣ-ସ୍ୱାଦ ଅନୁସାରେ, ଗୋଲମରିଚ ଗୁଣ୍ଡ ୧/୨ଚାମଚ, ଖାଇବା ସୋଢା-ଅଳ୍ପଟିକେ, ଗୁଡ଼-୫୦୦ଗ୍ରାମ୍‌, ପାନମହୁରୀ-୧ଚାମଚ, ଗୁଜୁରାତି ଗୁଣ୍ଡ-୧/୨ଚାମଚ, ତେଲ-ଛାଣିବା ପାଇଁ ।
ପ୍ରଣାଳୀ-ଅରୁଆ ଚାଉଳ ଓ ବିରିକୁ ୬ଘଣ୍ଟା ଭିଜାଇ ନେବେ । ଧୋଇସାରିଲାପରେ ଚିMଣ କରି ବାଟିଦେବେ । ଲୁଣ ଓ ସୋଢା ପକାଇ ନରମ ହେବା ପାଇଁ କିଛି ସମୟ ପାଇଁ ରଖିଦିଅ;ୁ । ରୁଚି ଅନୁଯାୟୀ ଗୁଡ଼, ମରିଚଗୁଣ୍ଡ, ପାନମହୁରୀ ଓ ଗୁଜୁରାତି ଗୁଣ୍ଡ ପକାଇ ଦିଅ;ୁ । ରିଫାଇନ୍‌ ତେଲ ଗରମ କରି କାକରା ଆକୃତିର ଛାଣି ରଖିବେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଚିନି ସିରାରେ ଏହାକୁ ପକାଇ ଦେବେ । ସିରାରେ କିଛି ସମୟ ମାଲପୁଆଟି ଭିଜି ସାରିବା ପରେ ବାହାରକୁ ବାହାର କରି ଖାଇବାକୁ ଦିଅ;ୁ ।

Leave A Reply

Your email address will not be published.