ଭୁବନେଶ୍ବର,୨୮/୧୧ : ବହୁ ପ୍ରତୀକ୍ଷିତ ପୁରୁଷ ବିଶ୍ବକପ୍ ହକି ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦଘାଟନୀ ମ୍ୟାଚରେ ବେଲଜିୟମ୍ ବିଜୟୀ ହୋଇଛି। କାନାଡାକୁ ୨-୧ରେ ଗୋଲରେ ପରାସ୍ତ କରି ବେଲଜିୟମ୍ ବିଜୟୀ ହୋଇଛି। ବେଲଜିୟମ୍ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଥମେ ୨ଟି ଗୋଲ ଦେଇଥିଲା। କାନାଡା ପାଇଁ ମାର୍କ ଏକମାତ୍ର ଗୋଲ ଦେଇଥିଲେ।