ବିଶ୍ୱ କବିତା ଦିବସ

0

ପ୍ରତିବର୍ଷ ମାର୍ଚ୍ଚ ୨୧ତାରିଖକୁ ବିଶ୍ୱ କବିତା ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ କବିମାନଙ୍କ ସହ କବିତାର ସୃଜନାତ୍ମକ ମହିମାକୁ ସମ୍ମାନ ଦେବା ପାଇଁ ୟୁନେସ୍କୋ ୧୯୯୯ମାର୍ଚ୍ଚ ୨୧ତାରିଖକୁ ‘ବିଶ୍ୱ କବିତା ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲା । ବିଶ୍ୱ କବିତା ଦିବସ ଅବସରରେ ଭାରତ ସରକାର ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାହିତ୍ୟ ଏକାଡେମୀ ତରଫରୁ ବିଶ୍ୱ କବିତା ଉସିବର ଆୟୋଜନ କରାଯାଏ । ବିଶ୍ୱରେ କବିତାଗୁଡ଼ିକୁ ଲେଖିବା, ପଢିବା, ପ୍ରକାଶନ ଏବଂ ଶିକ୍ଷଣ ପାଇଁ ନୂଆ ନୂଆ ଲେଖକମାନଙ୍କୁ ପ୍ରୋସିାହିତ କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଯେତେବେଳେ ୟୁନେସ୍କୋ ଏହି ଦିନଟିର ଘୋଷଣା କରିଥିଲା ସେତେବେଳେ ସେ କହିଥିଲା ଯେ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ଏହା ଏକ ପ୍ରକାରର ପରିଚୟ ମିଳିଛି ।

Leave A Reply

Your email address will not be published.