ବ୍ରୋକୋଲି ରାଇସ୍‌ ଫ୍ରାଏ

ସାମଗ୍ରୀ- ଏକକପ ତେଲ, ଏକ ଚାମଚ ତେଲ, ଗୋଟିଏ ବ୍ରୋକଲି, ୨ଟି କଟା ପିଆଜ, କଟା ଟମାଟର, ଅଧଚାମଚ ସୋୟା ସସ୍‌, ଅଧକପ ସୋୟାବଡ଼ି, ଗୋଲମରିଚ ଗୁଣ୍ଡ, ୨ଟି ଅଣ୍ଡା ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରଣାଳୀ- ବ୍ରୋକଲିକୁ ଓ ସିଝା ସୋୟାବିନ୍‌ ବଡ଼ିକୁ କମ୍‌ ଆଞ୍ଚରେ ଭାଜି ନିଅ;ୁ । ଏବେ ଏକ ପ୍ରେସରକୁକର୍ରେ ତେଲ ନେଇ ପିଆଜ ଓ ଟମାଟକୁ ଫ୍ରାଏ କର;ୁ । ଏବଂ ସେଥିରେ ଅଣ୍ଡା ଓ ଅଣ୍ଡା ଅନୁଯାୟୀ ଲୁଣ ଦେଇ ଫ୍ରାଏ କର;ୁ । ଅଣ୍ଡା ଭାଜି ହୋଇଯିବା ପରେ ଏବେ ଏଥିରେ ଚାଉଳ, ବ୍ରୋକଲି, ସୋୟା ବଡ଼ି ପକାଇ ୨ମିନିଟ୍‌ ପାଇଁ ଘାଣ୍ଟ;ୁ । ଏବେ ସୋୟା ସସ୍‌, ଗୋଲମରିଚ ଗୁଣ୍ଡ ଏବଂ ସ୍‌ୱାଦ ଅନୁଯାୟୀ ଲୁଣଦେଇ ପ୍ରେସରକୁକର୍କୁ ବନ୍ଦ କରିଦିଅ;ୁ । ୨ଟି ସିଟି ମାରିବା ପରେ ପ୍ରସ୍ତୁତ ହୋଇଯିବ ବ୍ରୋକଲି ରାଇସ୍‌ ଫ୍ରାଏ ।

SBI AD