ଭାଜପା ଭାଙ୍ଗିବ ନିଜ ୨୦୧୪ ରେକର୍ଡ : ଦ୍ୱିତୀୟ ଇନିଂସ୍‌ ପାଇଁ ମୋଦି ସଜବାଜ

0

ନୂଆଦିଲ୍ଲୀ,୨୩/୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନିଜର ୨୦୧୪ ଲୋକ ସଭା ନିର୍ବାଚନ ରେକର୍ଡକୁ ଭାଙ୍ଗିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ ପାଇଁ ପଥ ପରିଷ୍କାର ହୋଇଛି। ଦେଶର ବିଭିନ୍ନ ଭାଜପା କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଉଥିବାବେଳେ ମୋଦିଙ୍କ ରାଜତିଳକ ଲାଗି ସଜବାଜ ଆରମ୍ଭ ହୋଇଛି।

Leave A Reply

Your email address will not be published.