ପ୍ରସ୍ତୁତି ସାମଗ୍ରୀ- ୨୫୦ଗ୍ରାମ୍ କଣ୍ଟା ମାଂସ କିମ୍ବା ୨୫୦ଗ୍ରାମ୍ ଗୋଡ଼ ଭାଗ କଣ୍ଟା, ୨୫୦ଗ୍ରାମ୍ ଅମୃତଭଣ୍ଡା, ଗୋଟେ ପିଆଜ, ଖଣ୍ଡେ ଅଦା, ୬ପାଖୁଡ଼ା ରସୁଣ, ୨ଟା ତେଜପତ୍ର, ୨ଖଣ୍ଡ ଡାଲିଚିନି, ୨ଟା ଗୁଜୁରାତି, ୧ଚାମଚ ବଟର, ୧ଚାମଚ ଗୋଲମରିଚ ଗୁଣ୍ଡ, ୧ଚାମଚ କର୍ନଫ୍ଲାଉଆର୍, ୨ଚାମଚ ଟମାଟୋ ସସ୍ ।
ପ୍ରଣାଳୀ- ମାଂସ କଣ୍ଟା, ଅମୃତଭଣ୍ଡା ଛୋଟ ଛୋଟ କରି କାଟ;ୁ । ୬କପ୍ ପାଣି ଦେଇ ଅଳ୍ପ ଆଞ୍ଚରେ ବସା;ୁ । ସେଥିରେ ପିଆଜ, ଅଦା, ରସୁଣ ଛେଚି ପକା;ୁ । ତେଜପତ୍ର, ଡାଲଚିନି ଓ ଗୁଜୁରାତି ଦିଅ;ୁ । ମାଂସ ସିଝି ଯେତେବେଳେ ପାଣି ଯେତେବେଳେ ଭଲ ଭାବେ ମରିଯିବ ସେତେବେଳେ ଏହାକୁ ଚାମଚରେ ଚକଟି ନେଇ ଛଣାରେ ପାଣିକୁ ଛାଣି ଦିଅ;ୁ । ଅମୃତଭଣ୍ଡା ଯେପରି ସୁପ୍ ସାଙ୍ଗରେ ସବୁ ମିଶିଯାଏ । କଣ୍ଟାରୁ ମାଂସ ବାହାର କରି ଏଥିରେ ଦେଇ ଦିଅ;ୁ । ଏହାକୁ ଛାଣିଲା ପରେ ୧ ଚାମଚ କର୍ନଫ୍ଲାଉଆର ମିଶାଇ ୫ମିନିଟ୍ ଫୁଟା;ୁ । ଟମାଟୋ ସସ୍, ବଟର ଓ ଗୋଲମରିଚ ମିଶାଇ ଖାଇବାକୁ ଦିଅ;ୁ । ପାଉଁରୁଟିକୁ କଡା କରି ସେକି ଏଥିରେ ଦେଇପାରନ୍ତି । ଖାଇବାକୁ ଦେବାବେଳେ ଇଚ୍ଛା ହେଲେ କିଛି ଗାଜର ଓ ବିନ୍ ସିଝା ବି ଦେଇପାରନ୍ତି ।
Next Post