ମଶା ହେଉଛନ୍ତି କି?

0

ମଶାକୁ ନେଇ ବିଶ୍ୱସ୍ତରରେ ଅନେକ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । ନିଜ ପାରିପାଶ୍ୱର୍କ ପରିବେଶକୁ ସଫାସୁତୁରା ରଖିଲେ ମଶା ବ୍ୟାପିବାର ଭୟ ଏତେ ନଥାଏ । ଏନେଇ ଗବେଷକମାନେ କେତୋଟି ସଚେତନ ବାର୍ତ୍ତା ଦେଇଛନ୍ତି।
-ଘରେ ପିଇବା ପାଣି ରଖୁଥିବା ସ୍ଥାନ ସମ୍ପୂର୍ଣ୍ଣ ପରିଷ୍କାର ରଖ;ୁ । ବୋତଲ ହେଉ କିମ୍ବା ପାଣି ଜାର୍‌, ଏହାର ଠିପିକୁ ଭଲଭାବରେ ବନ୍ଦ କର;ୁ ।
-ରୋଷେଇ ଘରେ ଓ ବାସନଧୂଆ ସ୍ଥାନରେ ପାଣି ଯେପରି ଜମା ନ ହୁଏ, ସେଥିପାଇଁ ଧ୍ୟାନ ରଖ;ୁ ।
-ଫୁଲ କୁଣ୍ଡକୁ କୋððଣସି ଏକ ଶୁଖିଲା ସ୍ଥାନରେ ରଖ;ୁ ।
-ଶୋðଚାଳୟରେ ପ୍ରତ୍ୟହ ଫିନାଇଲ୍‌ ବ୍ୟବହାର କରିବା ଦ୍ୱାରା ମଶା ଆଉ ଏତେ ପରିମାଣର ହୋଇନଥାଏ ।
-ଅଦରକାରୀ ପ୍ଲାଷ୍ଟିକ୍‌ କିମ୍ବା କାଗଜ ଟୁକୁଡ଼ାକୁ ଏଣେତେଣେ ପକା;ୁ ନାହିଁ, ଏହାଦ୍ୱାରା ମଧ୍ୟ ମଶା ବେଶି ପରିମାଣରେ ବ୍ୟାପିଥାନ୍ତି ।

Leave A Reply

Your email address will not be published.