ମସ୍‌ରୁମ୍‌ ନୁଡୁଲ ଭେଜିଟେବୁଲ୍‌

0

ପ୍ରସ୍ତୁତି ସାମଗ୍ରୀ- ୧କପ୍‌ ସିଝା କଟା ଛତୁ, ଅଧା କପ୍‌ ବଏଲ୍‌ ନୋଡୁଲ, ଅଧା କପ୍‌ ସିଝା ପରିବା, ୨ଚାମଚ ଗଜା ମୁଗ ଓ ଗଜାବୁଟ, ୨ ଚାମଚ କଟା ପିଆଜ, ୧ ଚାମଚ କଟା ରସୁଣ, ୧ଚାମଚ ଲେମ୍ବୁରସ, ୨ଚାମଚ ଲେଖାଏଁ ଟମାଟୋ ସସ୍‌ ଓ ସୋୟାସସ୍‌, ସଜାଇବା ପାଇଁ କଟା ଧନିଆପତ୍ର, କାକୁଡ଼ି, ଟମାଟୋ, ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ ।
ପ୍ରଣାଳୀ-ଚୁଲାରେ ଏକ ପାତ୍ର ବସାଇ ଏଥିରେ ତେଲ ଦିଅ;ୁ, ତେଲ ତାତିଗଲେ କଟା ପିଆଜ ଏବଂ ରସୁଣକୁ ଭାଜ;ୁ । ସେଥିରେ ଗଜାମୁଗ ଓ ଗଜାବୁଟ ଦେଇ କିଛି ସମୟ ଭାଜ;ୁ । ତା’ପରେ ପରିବା ନୋଡ଼ୁଲ ଓ ଛତୁକୁ ପକାଇ ଏପଟ ସେପଟ କର;ୁ । ସ୍ୱାଦ ଅନୁସାରେ ଲୁଣ, ସୋୟାସସ୍‌, ଟମାଟୋ ସସ୍‌ ପକା;ୁ । ଶେଷରେ ଲେମ୍ବୁରସ ଦେଇ ପ୍ଲେଟ୍‌କୁ କାଢି ଗରମ ଗରମ ପରିବେଷଣ କର;ୁ ।

Leave A Reply

Your email address will not be published.