ମିଠା ପଲାଉ

0

ପ୍ରସ୍ତୁତି ସାମଗ୍ରୀ- ବାସୁମତୀ ଚାଉଳ ୨କପ୍‌, କାଜୁ ୧୫ଟି, କିସ୍‌ମିସ୍‌ ୧୫/୨୦ଟା, ଚିନି ୧/୨କପ୍‌, ଘିଅ ୪ଚାମଚ, ଡାଲଚିନି, ଗୁଜୁରାତି, ଲବଙ୍ଗ, ଲୁଣ ଓ ହଳଦୀ ।
ପ୍ରଣାଳୀ- ପ୍ରଥମେ କାଜୁ ଓ କିସ୍‌ମିସ୍‌କୁ ଭାଜି ରଖ;ୁ । କୁକରରେ ଘିଅ ଦେଇ ଗୁଜୁରାତି, ଲବଙ୍ଗ ଡାଲଚିନି ଦେଇ ଚାଉଳକୁ ଭାଜିଦିଅ;ୁ । ଚାଉଳ ଭାଜି ହୋଇଗଲେ ଏବେ ଏଥିରେ ପାଣି ଦେଇ ପ୍ରେସର ଦିଅ;ୁ । ଗୋଟିଏ ହୁଇସିଲ୍‌ ହେଲେ ପ୍ରେସର ଫିଟାଇ ଓହ୍ଲାଇଦିଅ;ୁ । ଢାଙ୍କୁଣି ଖୋଲି ଚିନି, କାଜୁ, କିସ୍‌ମିସ୍‌ ଗୋଳେଇ ୨ମିନିଟ୍‌ ଚୁଲାରେ ସିମ୍‌ରେ ଘାଣ୍ଟ;ୁ । ଉପରେ ଗୁଆଘିଅ ଦେଇ ଓହ୍ଲାଇ ଦିଅ;ୁ ।

Leave A Reply

Your email address will not be published.