ପ୍ରସ୍ତୁତି ସାମଗ୍ରୀ-୨ବିଡ଼ା ମେଥି ଶାଗ, ୩୦୦ଗ୍ରା. ଛୋଟ ଛୋଟ ଆଳୁ, ୪ବଡ଼ ଚାମଚ ଲେଖାଏଁ ଟମାଟୋ ପୁ୍ୟରି ଓ ରିଫାଇନ୍ ତେଲ, ୨ଛୋଟ ଚାମଚ ବଟାପିଆଜ, ୧ ଛୋଟ ଚାମଚ ଲେଖାଏଁ ବଟାଅଦା, ଗୁଣ୍ଡଧନିଆ, ଗୁଣ୍ଡଲଙ୍କା, ଗୁଣ୍ଡହଳଦି, ଗୁଣ୍ଡ ଗରମମସଲା ଓ ଘିଅ ଏବଂ ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ- ଛୋଟ ଛୋଟ ଆଳୁ ସିଝାଇ ଚୋପା ଛଡ଼ାଇ ରଖ;ୁ । ମେଥି ଶାଗକୁ ଧୋଇ ଚୂନା ଚୂନା କରି କାଟି ରଖ;ୁ। କଡ଼େଇରେ ଅଳ୍ପ ତେଲ ଦେଇ ସିଝା ଆଳୁକୁ ଛାଣି ରଖ;ୁ । କଡ଼େଇରେ ତେଲ ଓ ଘିଅ ମିଶାଇ ପକା;ୁ । ତେଲ ଗରମ ହୋଇଗଲେ ଟମାଟୋ ପୁ୍ୟରି, ବଟାପିଆଜ ଓ ବଟାଅଦା ପକାଇ କିଛି ସମୟ ଭାଜ;ୁ । ବର୍ତ୍ତମାନ ଗୁଣ୍ଡଧନିଆ, ଗୁଣ୍ଡଲଙ୍କା ଓ ଗୁଣ୍ଡହଳଦି ପକାଇ କିଛି ସମୟ ଭାଜ;ୁ । ବର୍ତ୍ତମାନ ଗୁଣ୍ଡଧନିଆ, ଗୁଣ୍ଡଲଙ୍କା ଓ ଗୁଣ୍ଡହଳଦି ପକାଇ ମସଲାରୁ ପାଣି ଶୁଖି ତେଲ ଉପରକୁ ଉଠିବା ପର୍ଯ୍ୟନ୍ତ ଭାଜ;ୁ । ପୂର୍ବରୁ କାଟି ରଖିଥିବା ଗୋଟାଆଳୁ ଓ ଲୁଣ ପକାଇ ଗୋଳା;ୁ । ଯେପରିକି ଶାଗ ସହିତ ଆଳୁ ଓ ମସଲା ଭଲଭାବରେ ମିଶିଯିବ । ବର୍ତ୍ତମାନ ଚୁଲିରୁ ଓହ୍ଲାଇ ଗୁଣ୍ଡ ଗରମ ମସଲା ପକାଇ ଗୋଳାଇ ଗରମ ପୁରି କିମ୍ବା ପରଟା ସହିତ ପରିବେଶଷଣ କର;ୁ ।
Prev Post
Next Post