ରାଜମା

0

ସାମଗ୍ରୀ- ରାଜମା ୨୦୦ଗ୍ରାମ୍‌, ଚିନି ବା ଗୁଡ଼ ୫୦ଗ୍ରାମ୍‌, ତେ;ୁଳି ଗୋଟିଏ ଗୁଳା, ରିଫାଇନ୍‌ ତେଲ ୪ଚାମଚ, ବେସନ ୨ଚାମଚ, ନଡ଼ିଆ କୋରା ଅଧକପ୍‌, ସୋରିଷ ୨ଚାମଚ, ଲଙ୍କା ଲୁଣ, ହଳଦୀଗୁଣ୍ଡ, ପାନମଧୁରୀ ୨ଚାମଚ କରି ।
ପ୍ରଣାଳୀ- ରାତିରେ ରାଜମାକୁ ଭିଜାଇ ଦିଅ;ୁ । ପ୍ରେସର କୁକରରେ ୪ଟି ହୁଇସିଲ୍‌ ପରେ ଓହ୍ଲେଇଦିଅ;ୁ । ତେ;ୁଳିକୁ ଉଷୁମପାଣିରେ ଭିଜେଇ ଖଦା କାଢିଦିଅ;ୁ । ବେସନକୁ ସାମାନ୍ୟ ତେଲରେ ଭାଜି ନିଅ;ୁ । ଏଥର କରେଇରେ ତେଲ ଦେଇ ଲଙ୍କା,ଫୁଟଣ ପକେଇ ନଡ଼ିଆକୋରା ପକା;ୁ । ତା’ପରେ ତେ;ୁଳିମଣ୍ଡ, ଗୁଡ଼ ପକେଇ ସିଝା ରାଜମାକୁ ପକା;ୁ । ୫ମିନିଟ୍‌ ବେସନ ଭଜା ପକାଇ ଗୋଳାଇ ଦିଅ;ୁ। ଫୁଟିଲା ପରେ କଟା ଧନିଆପତ୍ର ପକାଇ ଓହ୍ଲା;ୁ ।

Leave A Reply

Your email address will not be published.