ସାମଗ୍ରୀ- ଏକ କେଜି ଚିକେନ୍, ୨ଟି କଟା ପିଆଜ, ୨ଟି କଟା ଟମାଟୋ, କଟା କଞ୍ଚା ଲଙ୍କା, ୧୫ଟି ଲାଲି ଲଙ୍କା, ଏକଚାମଚ ଧନିଆ ଗୁଣ୍ଡ, ଏକଚାମଚ ଜିରା ଗୁଣ୍ଡ, ଏକକପ ସୋରିଷ ତେଲ, ଏକଚାମଚ ଅଦା ଓ ରସୁଣ ପେଷ୍ଟ, ଅଧଚାମଚ ଗରମ ମସଲା ଗୁଣ୍ଡ, ପାଣି ଏକ ଲିଟର ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରଣାଳୀ- ପ୍ରଥମେ ଲାଲି ଲଙ୍କାକୁ ଭାଜି ରଖି ଦିଅ;ୁ । ଏହା ଆପଣଙ୍କ ତରକାରୀର ମହକକୁ ବାଇବ । ଗୋଟିଏ ପାତ୍ରରେ ତେଲ ଗରମ କର;ୁ । ଏବେ ସେଥିରେ ଅଦା ଓ ରସୁଣ ପେଷ୍ଟ ଓ ଲଙ୍କା ଗୁଣ୍ଡ ଦେଇ କଷ;ୁ । ୨ମିନିଟ୍ ପରେ ଚିକେନ୍କୁ ଭଲଭାବରେ ଧୋଇ ସେଥିରେ ପକା;ୁ । ଏବେ କଟା ହୋଇଥିବା ପିଆଜ, କଟା ଟମାଟୋ ଓ ଜିରା, ଧନିଆ ଗୁଣ୍ଡ ମିଶାଇ ସେଥିରେ ଏକ କପ୍ ପାଣି ଦେଇ କଷ;ୁ । ମାଂସର ପରିମାଣକୁ ଦେଖି ଆପଣ ଲୁଣ ବ୍ୟବହାର କର;ୁ । ଏବେ ଏଥିରେ ଗୋଟା ଗୋଲମରିଚ, ଡ଼ାଲ୍ଚିନି ଓ ୨ଗ୍ଲାସ ପାଣି ଦେଇ କମ୍ ଆଞ୍ଚରେ ସିଝିବା ପାଇଁ ଛାଡ଼ି ଦିଅ;ୁ । ୨୦ରୁ ୨୫ ମିନିଟ୍ ସିଝିବାପରେ ଢଙ୍କୁଣି କାଢ଼ି ସେଥିରେ ମିଶା;ୁ ଭଜା ହୋଇଥିବା ଲାଲ୍ ଲଙ୍କା ଏବଂ ପ୍ଲେଟ୍ରେ ଏହା ଉପରେ ଧନିଆପତ୍ର ପକାଇ ସଜାଇ ଦିଅ;ୁ । ପ୍ରସ୍ତୁତ ହୋଇଗଲା ରାଜସ୍ତାନୀ ଚିକେନ୍ ।
Prev Post
Next Post