ରାଜ୍ୟପାଳଙ୍କୁ ଅନ୍‌ଲାଇନ୍‌ରେ କରିପାରିବେ ନିମନ୍ତ୍ରଣ : ନୂଆବର୍ଷରେ ଶୁଭାରମ୍ଭ

0

ଭୁବନେଶ୍ୱର,୨୮/୧୨: ରାଜ୍ୟପାଳଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ନିମନ୍ତ୍ରଣ କରାଯାଇପାରିବ। ଇଚ୍ଛୁକ ସଂସ୍ଥା ରାଜ୍ୟପାଳଙ୍କୁ ଅତିଥି ଭାବରେ ପାଇବା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ନିମନ୍ତ୍ରଣ କରିପାରିବେ। ସୂଚନା ଅନୁସାରେ ଏହି ବ୍ୟବସ୍ଥା ୨୦୧୯ ଫେବ୍ରୁଆରିରୁ ଲାଗୁ ହେବ। ନିମନ୍ତ୍ରଣ ଲାଗି ଆର.ବି.ପି.ଏମ୍‌ ନାମକ ଏକ ସଫ୍ଟେଓ୍ଵର ସଂସ୍ଥା ଆପ୍ଲିକେସନ ପ୍ରସ୍ତୁତ କରିଛି। ନବ ବର୍ଷ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜାନୁଆରି ୧ରେ ଏହି ଆପ୍ଲିକେସନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.